ଅକ୍ଷୟଯଶା Akshayaj̄aṡā

  • ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ଅକ୍ଷୟ+ଯଶସ୍= ଅକ୍ଷୟ ଯଶସ୍; 1 ମା. 1 ବ) — ଯେଉଁ ବ୍ୟକ୍ତିର ଯଶଃ ଚିରସ୍ଥାୟୀ — Of imperishable renown