ଅକ୍ଷୟତୂଣ Akshayatūna

  • ସଂ. ବି. (କର୍ମଧା; ଅକ୍ଷୟ+ତୂଣ) — ଅସରନ୍ତି ଶରମୁଣା; ଯେଉଁ ଶରମୁଣାରୁ ଯେତେ ଇଚ୍ଛା ସେତେ ଶର କାଢ଼ି ମାରୁଥିଲେ ତାହା ସରେ ନାହିଁ। — Inexhaustible quiver
  • ସଂ. ବି. (କର୍ମଧା; ଅକ୍ଷୟ+ତୂଣ) — ଅକ୍ଷୟ ତୂଣ ଗୋଟିଏ ଦିଅ ମୁଁ ବୋଇଲି। ସାରଳା ମହାଭାରତ, ବିରାଟ।
  • ସଂ. ବି. (କର୍ମଧା; ଅକ୍ଷୟ+ତୂଣ) — (ଯଥା—ମହାଦେବ ଅର୍ଜୁନଙ୍କ ତପସ୍ୟାରେ ପ୍ରୀତ ହୋଇ ତାଙ୍କୁ ଅକ୍ଷୟତୂଣ ଉପହାର ଦେଇଥିଲେ।)