ଅକ୍ଷୟକୀର୍ତ୍ତି Akshayakīrtti

  • ସଂ. ବି. (କର୍ମଧା) — ଯେଉଁ କୀର୍ତ୍ତି ଚିରସ୍ଥାୟିନୀ। — Imperishable fame
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି) — ଯେଉଁ ବ୍ୟକ୍ତିର କୀର୍ତ୍ତି ଅକ୍ଷୟ ଅଟେ। — (person) Of imperishable fame