ଅକ୍ଷୌହିଣୀ Aksha̲u̲hiṇī
- ସଂ. ବି. ସ୍ତ୍ରୀ. (ଅକ୍ଷ=ରଥ+ଊହ ଧାତୁ=ପାଇବା+ କର୍ମ. ଇନ୍+ସ୍ତ୍ରୀ ଆ; ଯହିଁରେ ନିର୍ଦ୍ଦିଷ୍ଟ ସଂଖ୍ୟକ ରଥ ଦେଖାଯାଏ।) — ଯେଉଁ ସୈନ୍ୟଦଳରେ 21870 ରଥ, 21870 ହସ୍ତୀ, 65610 ଅଶ୍ୱ ଓ 109350 ପଦାତି, ଏପରି ସର୍ବସୁଦ୍ଧା ଦୁଇ ଲକ୍ଷ ଅଠର ହଜାର ସାତ ଶହ ସୈନ୍ୟ ଥାଆନ୍ତି — ଯେଉଁ ସୈନ୍ୟଦଳରେ21870ରଥ,21870ହସ୍ତୀ,65610ଅଶ୍ୱ ଓ109350ପଦାତି, ଏପରି ସର୍ବସୁଦ୍ଧା ଦୁଇ ଲକ୍ଷ ଅଠର ହଜାର ସାତ ଶହ ସୈନ୍ୟ ଥାଆନ୍ତି—An army consisting of 218700 soldiers of 4 classes
- ସଂ. ବି. ସ୍ତ୍ରୀ. (ଅକ୍ଷ=ରଥ+ଊହ ଧାତୁ=ପାଇବା+ କର୍ମ. ଇନ୍+ସ୍ତ୍ରୀ ଆ; ଯହିଁରେ ନିର୍ଦ୍ଦିଷ୍ଟ ସଂଖ୍ୟକ ରଥ ଦେଖାଯାଏ।) — [ଦ୍ର—ଅକ୍ଷୌହିଣୀର 1/10 ସଂଖ୍ୟକ ସେନାର ନାମ ଅନୀକିନୀ; ଅନୀକିନୀର 1/3 =ଚମୂ; ଚମୂର 1/3 =ପୃତନା; ପୃତନାର 1/3 =ବାହିନୀ; ବାହିନୀର 1/3 =ଗଣ; ଗଣର 1/5 =ଗୁଳ୍ମ; ଗୁଳ୍ମର 1/3 =ସେନାମୁଖ; ସେନାମୁଖର 1/3 =ପତ୍ତି; ପ୍ରତ୍ୟେକ ପତ୍ତି 1 ରଥ, 1 ହସ୍ତୀ, 3 ଅଶ୍ୱ ଓ 5 ପଦାତିଦ୍ୱାରା ଗଠିତ।] — [ଦ୍ର—ଅକ୍ଷୌହିଣୀର1/10ସଂଖ୍ୟକ ସେନାର ନାମ ଅନୀକିନୀ; ଅନୀକିନୀର1/3=ଚମୂ; ଚମୂର1/3=ପୃତନା; ପୃତନାର1/3=ବାହିନୀ; ବାହିନୀର1/3=ଗଣ; ଗଣର1/5=ଗୁଳ୍ମ; ଗୁଳ୍ମର1/3=ସେନାମୁଖ; ସେନାମୁଖର1/3=ପତ୍ତି; ପ୍ରତ୍ୟେକ ପତ୍ତି1ରଥ,1ହସ୍ତୀ,3ଅଶ୍ୱ ଓ5ପଦାତିଦ୍ୱାରା ଗଠିତ]
- ସଂ. ବି. ସ୍ତ୍ରୀ. (ଅକ୍ଷ=ରଥ+ଊହ ଧାତୁ=ପାଇବା+ କର୍ମ. ଇନ୍+ସ୍ତ୍ରୀ ଆ; ଯହିଁରେ ନିର୍ଦ୍ଦିଷ୍ଟ ସଂଖ୍ୟକ ରଥ ଦେଖାଯାଏ।) — ଏହି ଭିନ୍ନ ଭିନ୍ନ ସେନାଙ୍କ ନିର୍ଣ୍ଣୟ, ଯଥା—
- ସଂ. ବି. ସ୍ତ୍ରୀ. (ଅକ୍ଷ=ରଥ+ଊହ ଧାତୁ=ପାଇବା+ କର୍ମ. ଇନ୍+ସ୍ତ୍ରୀ ଆ; ଯହିଁରେ ନିର୍ଦ୍ଦିଷ୍ଟ ସଂଖ୍ୟକ ରଥ ଦେଖାଯାଏ।) — ଏକୈଭୈକ ରଥା ତ୍ର୍ୟଶ୍ୱା ପତ୍ତିଃ ପଞ୍ଚ ପଦାତିକା / ପତ୍ତ୍ୟଙ୍ଗୈ ସ୍ତ୍ରି ଗୁଣୈଃ ସର୍ବୈଃ କ୍ରମାଦାଖ୍ୟା ଯଥୋତ୍ତରଂ / ସେନାମୁଖଂ, ଗୁଳ୍ମଗଣୌ, ବାହିନୀ, ପୃତନା, ଚମୂଃ / ଅନୀକିନୀ ଦଶାନୀକି ନ୍ୟକ୍ଷୌହିଣ୍ୟଥ ସମ୍ପଦି। ଅମରକୋଷ।