ଅକ୍ଷାରଲବଣ Akshāralabaṇa
- ସଂ. ବି. (କର୍ମଧା; ଅ+କ୍ଷାର+ଲବଣ; ଯେଉଁ ଲୁଣ ଖାରୀ ଭୂଇଁରୁ ପଟୁ ପଡ଼ିବା ପ୍ରକାରେ ଉତ୍ପନ୍ନ ନ ହୋଇ ସମୁଦ୍ର ବା ପର୍ବତାଦିରୁ ଜନ୍ମେ।) (ବୈଦ୍ୟକ) ସୈନ୍ଧବ ଲବଣ (ଦେଖ) — Sa̲i̱ndhaba labaṇa (See)
- ସଂ. ବି. (କର୍ମଧା; ଅ+କ୍ଷାର+ଲବଣ; ଯେଉଁ ଲୁଣ ଖାରୀ ଭୂଇଁରୁ ପଟୁ ପଡ଼ିବା ପ୍ରକାରେ ଉତ୍ପନ୍ନ ନ ହୋଇ ସମୁଦ୍ର ବା ପର୍ବତାଦିରୁ ଜନ୍ମେ।) (ବୈଦ୍ୟକ) ସାମୁଦ୍ର ଲବଣ — Sea-Salt
- ସଂ. ବି. (କର୍ମଧା; ଅ+କ୍ଷାର+ଲବଣ; ଯେଉଁ ଲୁଣ ଖାରୀ ଭୂଇଁରୁ ପଟୁ ପଡ଼ିବା ପ୍ରକାରେ ଉତ୍ପନ୍ନ ନ ହୋଇ ସମୁଦ୍ର ବା ପର୍ବତାଦିରୁ ଜନ୍ମେ।) (ସ୍ମୃତି) ଅଶୌଚ ପାଳିବା ବ୍ୟକ୍ତିର ବ୍ୟବହାର୍ଯ୍ୟ ହବିଷ୍ୟ ସାମଗ୍ରୀ (ଯଥା—ଗୁଆଘିଅ, ଦୁଧ, ଅରୁଆଚାଉଳ, ମୁଗ, ରାଶି, ଯବ ଓ ସୈନ୍ଧବ ବା କରକଚ ଲବଣ)। — The prescribed dietary for persons who observe Habishya
- ସଂ. ବି. (କର୍ମଧା; ଅ+କ୍ଷାର+ଲବଣ; ଯେଉଁ ଲୁଣ ଖାରୀ ଭୂଇଁରୁ ପଟୁ ପଡ଼ିବା ପ୍ରକାରେ ଉତ୍ପନ୍ନ ନ ହୋଇ ସମୁଦ୍ର ବା ପର୍ବତାଦିରୁ ଜନ୍ମେ।) (ଏଥିର ସ୍ମୃତି ବଚନ—ଗୋକ୍ଷୀରଂ ଗୋଘୃତଞ୍ଚୈବ ଧାନ୍ୟ ମୁଦ୍ଗାସ୍ତିଲା ଯବାଃ, ସାମୁଦ୍ରଂ ସୈନ୍ଧବଂ ଚୈବ ମକ୍ଷାର ଲବଣଂ ସ୍ମୃତଂ।)