ଅକ୍ଷାନ୍ତ Akshānta

  • ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+ଅନ୍ତ) — ଅକ୍ଷାଗ୍ର (ଦେଖ) — Akshāgra (See)
  • ସଂ. ବିଣ. ପୁଂ. (ଅ+କ୍ଷାନ୍ତ; ନଞ ତତ୍) — ଅନିବୃତ୍ତ — Unceasing
  • ସଂ. ବିଣ. ପୁଂ. (ଅ+କ୍ଷାନ୍ତ; ନଞ ତତ୍) — ଅସହିଷ୍ଣୁ; ବେସରୁର — Impatient
  • ସଂ. ବିଣ. ପୁଂ. (ଅ+କ୍ଷାନ୍ତ; ନଞ ତତ୍) — ଈର୍ଷାଯୁକ୍ତ; ଈର୍ଷୀ — Envious