ଅକ୍ଷାଂଶ Akshāṁṡa

  • ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+ଅଂଶ) — ଭୂଗୋଳ, ଅକ୍ଷବୃତ୍ତର 360 ଅଂଶରୁ ଏକ ଭାଗ। — ଭୂଗୋଳ, ଅକ୍ଷବୃତ୍ତର360ଅଂଶରୁ ଏକ ଭାଗDegree of latitude
  • ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+ଅଂଶ) — [ଦ୍ର—ଅକ୍ଷବୃତ୍ତର ଗୋଟିଏ ଅଂଶକୁ ଅକ୍ଷାଂଶ ବୋଲାଯାଏ। ବ୍ରିଟିଶ ସାମ୍ରାଜ୍ୟରେ ଅକ୍ଷାଂଶର ଗଣନା ଗ୍ରୀନୱିଚ୍ ଠାରୁ ଆରମ୍ଭ କରାଯାଏ।]