ଅକ୍ଷଲୀଳା Akshalīḻā
- ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+ଲୀଳା) — ପଶାଖେଳ — Playing at dice
- ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+ଲୀଳା) — ଚକ୍ଷୁର ବିଳାସ — Turning of the eyes
- ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+ଲୀଳା) — ବିଘ୍ନ ନୋହେ ତଥି ଅକ୍ଷଲୀଳା ଏଥି ବିଘ୍ନ ନୋହେ ଅକ୍ଷଲୀଳା। ଭଞ୍ଜ, ବୈଦେହୀଶବିଳାଶ। 2।6 । — ବିଘ୍ନ ନୋହେ ତଥି ଅକ୍ଷଲୀଳା ଏଥି ବିଘ୍ନ ନୋହେ ଅକ୍ଷଲୀଳା ଭଞ୍ଜ, ବୈଦେହୀଶବିଳାଶ26