ଅକ୍ଷରେଖା Aksharekhā

  • ସଂ. ବି — (ଭୂଗୋଳ) ଭୂଗୋଳକର ପୃଷ୍ଠରେ ବିଷୁବ— ରେଖାଠାରୁ କୌଣସି ସ୍ଥାନର ଉତ୍ତରରେ ବା ଦକ୍ଷିଣରେ ଦୂରତ୍ୱ କେତେ ଏହା ଜାଣିବା ପାଇଁ କଳ୍ପିତ ରେଖା — (Geography) Lines of latitude; parallels of latitude