ଅକ୍ଷରମୁଖ Aksharamukha
- ସଂ. ବିଣ. ପୁଂ. (ବହୁବ୍ରୀହି; ଅକ୍ଷର ଅଛି ମୁଖରେ ଯାହାର) — ଅକ୍ଷରଜ୍ଞ; ଶାସ୍ତ୍ରଜ୍ଞ — Versed in the Scriptures
- ସଂ. ବିଣ. ପୁଂ. (ବହୁବ୍ରୀହି; ଅକ୍ଷର ଅଛି ମୁଖରେ ଯାହାର) — ସାହିତ୍ୟଜ୍ଞ — Literary (man); (man) of letters
- ସଂ. ବି. — (ପୁଂ) ଶିଷ୍ୟ; ଛାତ୍ର — Student; pupil; disciple
- ସଂ. ବି. — ( 6 ଷ୍ଠୀ ତତ୍) ପ୍ରଥମ ବର୍ଣ୍ଣ; ବର୍ଣ୍ଣମାଳାର ପ୍ରଥମ ଅକ୍ଷର, ଅ। — (6ଷ୍ଠୀ ତତ୍) ପ୍ରଥମ ବର୍ଣ୍ଣ; ବର୍ଣ୍ଣମାଳାର ପ୍ରଥମ ଅକ୍ଷର, ଅ. 'A' the first letter of the alphabet