ଅକ୍ଷରପରିଚୟ Aksharaparichaya

  • ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷର+ପରିଚୟ) — ବର୍ଣ୍ଣପରିଚୟ; ଭାଷାର ଅକ୍ଷର— ମାନଙ୍କୁ ଚିହ୍ନିବା — Knowledge of the alphabet; learning of the letters
  • ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷର+ପରିଚୟ) — ଭାଷାର ପ୍ରାଥମିକ ଶିକ୍ଷା — Elementary learning