ଅକ୍ଷରନ୍ୟାସ Aksharanyāsa
- ସଂ. ବି. (ବହୁବ୍ରୀହି; ଅକ୍ଷରମାନଙ୍କର ନ୍ୟାସ ହୋଇଅଛି) ଯହିଁରେ) — ଲିପି; ପତ୍ରିକା — Writing
- ସଂ. ବି. (ବହୁବ୍ରୀହି; ଅକ୍ଷରମାନଙ୍କର ନ୍ୟାସ ହୋଇଅଛି) ଯହିଁରେ) — ଦଲିଲ — Document
- ସଂ. ବି. (ବହୁବ୍ରୀହି; ଅକ୍ଷରମାନଙ୍କର ନ୍ୟାସ ହୋଇଅଛି) ଯହିଁରେ) — ପତ୍ର; ଚିଠି — A letter
- ସଂ. ବି. (ବହୁବ୍ରୀହି; ଅକ୍ଷରମାନଙ୍କର ନ୍ୟାସ ହୋଇଅଛି) ଯହିଁରେ) — ( 6 ଷ୍ଠୀ ତତ୍) ପରିପାଟୀରୂପେ ଶ୍ରେଣୀବଦ୍ଧ କରି ଅକ୍ଷର ଲିଖନ — (6ଷ୍ଠୀ ତତ୍) ପରିପାଟୀରୂପେ ଶ୍ରେଣୀବଦ୍ଧ କରି ଅକ୍ଷର ଲିଖନ—. Good caligraphy
- ସଂ. ବି. (ବହୁବ୍ରୀହି; ଅକ୍ଷରମାନଙ୍କର ନ୍ୟାସ ହୋଇଅଛି) ଯହିଁରେ) — (6ଷ୍ଠୀ ତତ୍) ସୁନ୍ଦର ହସ୍ତାକ୍ଷର ଲେଖିବା ପ୍ରଣାଳୀ। — Penmanship