ଅକ୍ଷରନିବଦ୍ଧ Aksharanibaddha

  • ସଂ. ବିଣ. ( 3 ୟା ତତ୍) — ଅକ୍ଷର ଦ୍ୱାରା ପ୍ରକାଶିତ; ଲିଖିତ — Written; reduced into writing
  • ସଂ. ବିଣ. ( 3 ୟା ତତ୍) — (ଯଥା—ମହାକବିମାନଙ୍କ ମନୋଗତ ଭାବ ଅକ୍ଷରନିବନ୍ଧ ହୋଇ ମହାକାବ୍ୟ ଆକାର ଧାରଣ କରେ।)