ଅକ୍ଷରଣ Aksharaṇa

  • ସଂ. ବିଣ. (ବହୁବ୍ରୀହି; ଅ+କ୍ଷରଣ) — କ୍ଷରଣରହିତ — Not leaking
  • ସଂ. ବିଣ. (ବହୁବ୍ରୀହି; ଅ+କ୍ଷରଣ) — ଅବିନାଶୀ; ଅକ୍ଷୟ — Indestructible
  • ସଂ. ବି. (ନଞ ତତ୍) — ସ୍ରାବରାହିତ୍ୟ — Non-leakage