ଅକ୍ଷରଜୀବକ Aksharajībaka
- ସଂ. ବିଣ. ପୁଂ. (ଅକ୍ଷର+ଜୀବ୍ ଧାତୁ+କର୍ତ୍ତୃ. ଅକ) — ମସୀଜୀବୀ; ଲେଖାଦ୍ୱାରା ଆପଣା ଜୀବିକା— ନିର୍ବାହକାରୀ — Gaining livelihood by writing
- ସଂ. ବି. ପୁଂ. — ଲେଖକ; ନବିସିନ୍ଦା; ମୋହରିର୍। — Writer; scribe; clerk
- ସଂ. ବି. ପୁଂ. — କରଣ ବ୍ୟବସାୟୀ ବ୍ୟକ୍ତି। — A professional writer
- ସଂ. ବି. ପୁଂ. — ଲିପିକର; ନକଲ୍ନବିସ୍ — A copyist