ଅକ୍ଷର ଢାଳିବା Akshara ḍhāḻibā

  • ଦେ. କ୍ରି. (ସଂ. ଅକ୍ଷର+ଦ୍ରାହ୍ ଧାତୁ) — ଛାପାଖାନାରେ ବ୍ୟବହୃତ ଅକ୍ଷରର ଛାପ ତିଆରି କରିବା ପାଇଁ ସୀସାକୁ ତରଳାଇ ଛାଞ୍ଚରେ ଢାଳିବା। — To mould types for printing