ଅକ୍ଷର ଢଳା Akshara ḍhaḻā

  • ଦେ. ବି. (ଅକ୍ଷର+ସଂ. ଦ୍ରାହ୍ ଧାତୁ=ନିକ୍ଷେପଣ) — ଛାପାଖାନାରେ ବ୍ୟବହୃତ ଟାଇପ୍ ବା ଅକ୍ଷରର, ପ୍ରତିକୃତିକୁ ଛାଞ୍ଚରେ ଢାଳି ତିଆରି କରିବା ପ୍ରକ୍ରିୟା — Moulding of types for printing