ଅକ୍ଷମତା Akshamatā

  • ସଂ. ବି. (ନଞ୍ଜ ତତ୍; ଅ+କ୍ଷମତା) — କ୍ଷମତା ବା ଶକ୍ତିର ଅଭାବ। — Want of power or authority
  • ଗ୍ରା. ବିଣ. (ସଂ. ଅକ୍ଷମ) — ଅସମର୍ଥ; ଅକ୍ଷମ। — Incapable
  • ଗ୍ରା. ବିଣ. (ସଂ. ଅକ୍ଷମ) — କ୍ଷମତାହୀନ — Powerless
  • ଗ୍ରା. ବିଣ. (ସଂ. ଅକ୍ଷମ) — ନିର୍ଧନ — Poor