ଅକ୍ଷବୃତ୍ତ Akshabṛutta

  • ସଂ. ବି. — (ଭୂଗୋଳ) ଭୂଗୋଳକରେ ନିରକ୍ଷବୃତ୍ତର ସମାନ୍ତ- ରାଳ ଓ ସାଧାରଣତଃ ମାପରେ ନିରକ୍ଷବୃତ୍ତଠାରୁ କ୍ରମଶଃ 10 ଡିଗ୍ରୀ ଅନ୍ତରରେ ଅଙ୍କିତ କଳ୍ପିତବୃତ୍ତ ସମୂହ। — (ଭୂଗୋଳ) ଭୂଗୋଳକରେ ନିରକ୍ଷବୃତ୍ତର ସମାନ୍ତ- ରାଳ ଓ ସାଧାରଣତଃ ମାପରେ ନିରକ୍ଷବୃତ୍ତଠାରୁ କ୍ରମଶଃ10ଡିଗ୍ରୀ ଅନ୍ତରରେ ଅଙ୍କିତ କଳ୍ପିତବୃତ୍ତ ସମୂହ(Geography) Parallels of latitude
  • ସଂ. ବି. — [ଦ୍ର—ପ୍ରତ୍ୟେକ ଅକ୍ଷବୃତ୍ତକୁ 360 ସମାନ ଅଂଶରେ ବିଭକ୍ତ କରାଯାଏ। ପ୍ରତ୍ୟେକ ଅଂଶକୁ ଅକ୍ଷାଂଶ ବୋଲାଯାଏ। ଭୂଗୋଳକ ପୃଷ୍ଠରେ କୌଣସି ସ୍ଥାନର ଅବସ୍ଥିତି ଅକ୍ଷାଂଶ ଓ ଦ୍ରାଘିମାର ଗଣନା ଦ୍ୱାରା ସ୍ଥିର ହୁଏ।] — [ଦ୍ର—ପ୍ରତ୍ୟେକ ଅକ୍ଷବୃତ୍ତକୁ360ସମାନ ଅଂଶରେ ବିଭକ୍ତ କରାଯାଏ ପ୍ରତ୍ୟେକ ଅଂଶକୁ ଅକ୍ଷାଂଶ ବୋଲାଯାଏ ଭୂଗୋଳକ ପୃଷ୍ଠରେ କୌଣସି ସ୍ଥାନର ଅବସ୍ଥିତି ଅକ୍ଷାଂଶ ଓ ଦ୍ରାଘିମାର ଗଣନା ଦ୍ୱାରା ସ୍ଥିର ହୁଏ]