ଅକ୍ଷବତୀ Akshabatī

  • ସଂ. ବି. ସ୍ତ୍ରୀ (ଅକ୍ଷ+ବତ୍+ସ୍ତ୍ରୀ. ଈ) — ପଶାଖେଳ — The game of dice
  • ସଂ. ବି. ସ୍ତ୍ରୀ (ଅକ୍ଷ+ବତ୍+ସ୍ତ୍ରୀ. ଈ) — ଦ୍ୟୁତକ୍ରୀଡ଼ା; ଜୁଆ — A game of hazards