ଅକ୍ଷଧର Akshadhara
- ସଂ. ବି. ପୁଂ. (ଅକ୍ଷ+ଧୃ ଧାତୁ+କର୍ତ୍ତୃ. ଅ) — ଚକ୍ରଧର; ବିଷ୍ଣୁ — Bishṇu (the holder of the discus)
- ସଂ. ବି. ପୁଂ. (ଅକ୍ଷ+ଧୃ ଧାତୁ+କର୍ତ୍ତୃ. ଅ) — ରଥାଦିର ଚକ୍ର; ଚକ; ଚକଡ଼ା — Wheel of a conveyance or car
- ସଂ. ବି. ପୁଂ. (ଅକ୍ଷ+ଧୃ ଧାତୁ+କର୍ତ୍ତୃ. ଅ) — ଶାହାଡ଼ା ଗଛ (ଦେଖ) — Sāhāṟḍ̠ā (tree) (See)