ଅକ୍ଷଦଣ୍ଡ Akshadanda

  • ସଂ. ବି ( 6 ଷ୍ଠୀ ତତ୍; ଅକ୍ଷ+ଦଣ୍ଡ) — ଶଗଡ଼ର ଅଖ — Axle
  • ସଂ. ବି ( 6 ଷ୍ଠୀ ତତ୍; ଅକ୍ଷ+ଦଣ୍ଡ) — (ଭୂଗୋଳ) ପୃଥିବୀର କଳ୍ପିତ ମେରୁଦଣ୍ଡ। — The earth's axis; minor axis
  • ସଂ. ବି ( 6 ଷ୍ଠୀ ତତ୍; ଅକ୍ଷ+ଦଣ୍ଡ) — [ଦ୍ର—ଏହି ଅକ୍ଷଦଣ୍ଡ ପୃଥିବୀର କେନ୍ଦ୍ରଦେଶ ଭେଦ କରି ଉତ୍ତର ଓ ଦକ୍ଷିଣ ମେରୁକୁ ସ୍ପର୍ଶ କରିଅଛି। ପୃଥିବୀ ଏହି କଳ୍ପିତ ମେରୁଦଣ୍ଡ ଉପରେ ପ୍ରତିଦିନ ପଶ୍ଚିମରୁ ପୂର୍ବକୁ ଘୂରୁଅଛି।]