ଅକ୍ଷତଯୋନି Akshataj̄oni
- ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ଅକ୍ଷତ+ଯୋନି) — ପୁରୁଷ ସଙ୍ଗମ କରି ନଥିବା (ସ୍ତ୍ରୀ)। — (woman having had no sexual intercourse
- ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ଅକ୍ଷତ+ଯୋନି) — ପୁରୁଷର ସଙ୍ଗମ ଜାଣି ନଥିବା (ବାଳିକା)। — (girl) Who has had no carnal knowledge
- ସଂ. ବି. ସ୍ତ୍ରୀ — ପୁରୁଷ ସହବାସ କରି ନଥିବା ବାଳିକା — A girl who has not yet been cohabited with
- ସଂ. ବି. ସ୍ତ୍ରୀ — [ଦ୍ର—ବାଲ୍ୟବିବାହିତା ଅକ୍ଷତଯୋନି କନ୍ୟାର ଦ୍ୱିତୀୟ ବିବାହ ହିନ୍ଦୁସ୍ମୃତିଦ୍ୱାରା ଅନୁମୋଦିତ।]