ଅକ୍ଷତମାଳ Akshatamāḻa

  • ଦେ. ବି. (ସଂ. ଅକ୍ଷତ+ମାଳା) ଚାଉଳମାଳି; ଅଖଣ୍ଡିତ ଅରୁଆ ଚାଉଳକୁ ସରୁ ସୂତାର ଫାଶରେ ଗୁନ୍ଥି ତିଆରି କରାଯିବା ହାର। (ଏହା ଦେବତାଙ୍କୁ ଲାଗି ହୁଏ) — A necklace mady by stringing whole rices by fastening thread round each rice