ଅକ୍ଷକ୍ଷେତ୍ର Akshakshetra
- ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+କ୍ଷେତ୍ର) — ପଶାପାଲୀ — Dice board
- ସଂ. ବି. ( 6 ଷ୍ଠୀ ତତ୍; ଅକ୍ଷ+କ୍ଷେତ୍ର) — ଜ୍ୟୋତିଷିକ ଗଣନାର୍ଥ ଜ୍ୟୋତିଷିମାନେ ଭୂମିରେ ଯେଉଁ ଛକ ବା ବୃତ୍ତାଦି ଅଙ୍କନ କରନ୍ତି। — The figure drawn on the ground by astronomers and astrologers