ଅକ୍ଲାଣ୍ଡ Aklānaḍ
- ବୈଦେ. ବି. (ନାମ) — 1836 ସାଲ ଠାରୁ 1842 ପର୍ଯ୍ୟନ୍ତ ଭାରତ— ବର୍ଷର ଗଭର୍ଣ୍ଣର ଜେନେରଲ — 836ସାଲ ଠାରୁ842ପର୍ଯ୍ୟନ୍ତ ଭାରତ— ବର୍ଷର ଗଭର୍ଣ୍ଣର ଜେନେରଲ—. Lord Auckland, a Governor-General of India (836—842)
- ବୈଦେ. ବି. (ନାମ) — [ଦ୍ର—ଏ ଆଫଗାନି ସ୍ଥାନ ଅମୀର ଦୋସ୍ତ ମହମ୍ମଦଙ୍କୁ ପରାସ୍ତ କରି ସାହାସୁଜାଙ୍କୁ ଅମୀର ପଦରେ ବସାଇ ଥିଲେ।]
- ବୈଦେ. ବି. (ନାମ) — ନିଉଜୀଲାଣ୍ଡର ଦକ୍ଷିଣରେ ଅବସ୍ଥିତ ଦ୍ୱୀପପୁଞ୍ଜ। — Name of an archepelago south of Newzealand
- ବୈଦେ. ବି. (ନାମ) — ନିଉଜୀଲାଣ୍ଡର ଉତ୍ତରରେ ଅବସ୍ଥିତ ନଗର। — Name of a town in Newzealand