ଅକ୍ରୋଧ Akrodha

  • ସଂ. ବି. (ନଞ ତତ୍; ଅ+କ୍ରୋଧ) — କ୍ରୋଧାଭାବ — Freedom from anger
  • ସଂ. ବି. (ନଞ ତତ୍; ଅ+କ୍ରୋଧ) — କ୍ରୋଧର ଦମନ — Suppression of anger
  • ସଂ. ବି. (ନଞ ତତ୍; ଅ+କ୍ରୋଧ) — [ଦ୍ର—ଏହା ଆଶ୍ରମିମାନଙ୍କର ଦଶ ଗୋଟି ଧର୍ମ (ଯଥା—ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟନିଗ୍ରହ, ଧୀ, ବିଦ୍ୟା, ସତ୍ୟ, ଅକ୍ରୋଧ) ମଧ୍ୟରୁ ଏକତମ।]
  • ସଂ. ବିଣ. ପୁଂ. (ବହୁବ୍ରୀହି) — କ୍ରୋଧଶୂନ୍ୟ — Free from anger; unruffled by anger