ଅକ୍ରୋଧନ Akrodhana

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କ୍ରୋଧନ) କ୍ରୋଧରହିତ — Free from anger
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କ୍ରୋଧନ) ଯେ କ୍ରୋଧକୁ ଦମନ କରେ — One who can suppress anger
  • ସଂ. ବିଣ. (ନାମ) ବିଷ୍ଣୁପୁରାଣୋକ୍ତ ରାଜା ଅୟୁତାଶ୍ୱଙ୍କ ପୁତ୍ର। — Name of a prince