ଅକ୍ରାନ୍ତ Akrānta

  • ସଂ. ବି. (ଅ+କ୍ରାନ୍ତ) — ଯାହାକୁ କେହି ବଳି ନାହିଁ — Unsurpassed
  • ସଂ. ବି. (ଅ+କ୍ରାନ୍ତ) — ଅଜିତ — Unconquered
  • ସଂ. ବି. (ଅ+କ୍ରାନ୍ତ) — ଯାହା ଉପରେ କେହି ଯାଇ ନାହିଁ — Unpassed
  • ସଂ. ବି — ବାଇଗଣ — Egg plant (M.W.)