ଅକ୍ରମତା Akramatā
- ସଂ. ବି. (ଅକ୍ରମ+ଭାବାର୍ଥ. ତା) — (ଅଳଙ୍କାର ଶାସ୍ତ୍ର) ବାକ୍ୟଦୋଷ ବିଶେଷ; ଯେଉଁ ବାକ୍ୟରେ ଶବ୍ଦ— ବିନ୍ୟାସର କ୍ରମ ନ ଥାଏ — Want of sequence (in Rhetoric)—A defect in composition where sequence is not followed
- ସଂ. ବି. (ଅକ୍ରମ+ଭାବାର୍ଥ. ତା) — ତାହାକୁ ବିଭା ଅର୍ଥେ ବରି, ବିପ୍ରେ ମିଳିଲେ ପାଞ୍ଚ ଚାରି। କୁଳମଣି, ଅଳଙ୍କାର ତରଙ୍ଗିଣୀ।
- ସଂ. ବି. (ଅକ୍ରମ+ଭାବାର୍ଥ. ତା) — ଏଠାରେ ଚାରି ପାଞ୍ଚ ନ ହୋଇ ପାଞ୍ଚ ଚାରି ହୋଇଅଛି।