ଅକ୍ରମଣୀୟ Akramaṇīya

  • ସଂ. ବି. (ଅ+କ୍ରମଣୀୟ) — ଅଲଙ୍ଘନୀୟ — Unavoidable
  • ସଂ. ବି. (ଅ+କ୍ରମଣୀୟ) — ଯାହାକୁ ମନୁଷ୍ୟ ପାରି ହୋଇ ପାରେ ନାହିଁ। — That which cannot be crossed over
  • ସଂ. ବି. (ଅ+କ୍ରମଣୀୟ) — ଅଗମ୍ୟ — Impassable