ଅକ୍ତିଆର୍ Aktiār

  • ବୈଦେ. ବି (ଆ. ଇଖ୍ତିଆର୍) କ୍ଷମତା — Power
  • ବୈଦେ. ବି (ଆ. ଇଖ୍ତିଆର୍) ଅଧିକାର — Authority; sway; control
  • ବୈଦେ. ବି (ଆ. ଇଖ୍ତିଆର୍) (ଯଥା—ତା ଉପରେ ମୋର କିଛି ଅକ୍ତିଆର୍ ନାହିଁ।
  • ଦେ. ବିଣ — ଅକ୍ତିଆରୀ (ଦେଖ) — Aktiārī (See)