ଅକ୍ତାଚାଉଳ Aktā chāuḻa

  • ପ୍ରାଦେ. (ସିଂହଭୂମ) ବି — ବଳିଦାନ ପୂର୍ବେ ବଳି—ପଶୁକୁ ଯେଉଁ ଅଭିମନ୍ତ୍ରିତ ଚାଉଳ ଖାଇବାକୁ ଦିଆଯାଏ। — The hallowed rice given to a victim before it is sacrificed