ଅକେଶ Akeṡa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କେଶ) — କେଶହୀନ — Hairless
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କେଶ) — ଟାଙ୍ଗରା — Bald
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କେଶ) — ଅଳ୍ପ କେଶଯୁକ୍ତ — Thin-haired