ଅକୃତ୍ତ୍ରିମ Akṛuttrima

  • ସଂ. ବିଣ. (ଅ+କୁତ୍ତ୍ରିମ) — ସ୍ୱାଭାବିକ; ପ୍ରାକୃତିକ। — Natural; inartificial
  • ସଂ. ବିଣ. (ଅ+କୁତ୍ତ୍ରିମ) — ଅକପଟ; ସରଳ; ଛଳଶୂନ୍ୟ। — Guileless; frank
  • ସଂ. ବିଣ. (ଅ+କୁତ୍ତ୍ରିମ) — ଅକାଳ୍ପନିକ — Unimaginary
  • ସଂ. ବିଣ. (ଅ+କୁତ୍ତ୍ରିମ) — ଅମିଶ୍ରିତ; ବିଶୁଦ୍ଧ — Unmixed; pure
  • ସଂ. ବିଣ. (ଅ+କୁତ୍ତ୍ରିମ) — ଯାହା ଜାଲ୍ ନୁହେ — Unforged