ଅକୃତାସ୍ତ୍ର Akṛutāstra

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କୃତ+ଅସ୍ତ୍ର) — ଯେ ଅସ୍ତ୍ରବିଦ୍ୟା ଅଭ୍ୟାସ କରି ନାହିଁ। — Unpractised in arms (M.W.)