ଅକୃତାର୍ଥ Akṛutārtha

  • ସଂ. ବିଣ. ପୁଂ. (ନଞ ତତ୍; ଅ+କୃତାର୍ଥ) — ଅଚରିତାର୍ଥ; ବିଫଳମନୋରଥ; ଅକୃତକାର୍ଯ୍ୟ। — Unsuccessful