ଅକୃତବ୍ରଣ Akṛutabraṅa

  • ସଂ. ବି. (ନାମ) ପୁଂ. (ଅ+କୃତ+ବ୍ରଣ; ଯାହାଠାରେ କୌଣସି ବ୍ୟକ୍ତି କ୍ଷତାଦି ଜନିତ ବ୍ରଣ ଉତ୍ପାଦନ କରିନାହିଁ) — ପରଶୁରାମଙ୍କ ଶିଷ୍ୟ କଶ୍ୟପ ବଂଶଜାତ ଶସ୍ତ୍ରବିଦ୍ୟାପାରଗ ମୁନି— ବିଶେଷ — Name of a warrior sage