ଅକୀର୍ତ୍ତିମନ୍ତ Akīrttimanta

  • ଦେ. (ପଦ୍ୟ) ବିଣ. (ପୁଂ ଓ ସ୍ତ୍ରୀ) (ସଂ. ଅକୀର୍ତ୍ତି+ମତ୍ ପ୍ରତ୍ୟୟ) — ଅଖ୍ୟାତିଯୁକ୍ତ; ଯାହାର ଅକୀର୍ତ୍ତି ଜଗତରେ ବ୍ୟାପେ — Disreputable; notorious
  • ଦେ. (ପଦ୍ୟ) ବିଣ. (ପୁଂ ଓ ସ୍ତ୍ରୀ) (ସଂ. ଅକୀର୍ତ୍ତି+ମତ୍ ପ୍ରତ୍ୟୟ) — ଅକୀର୍ତ୍ତିମନ୍ତ ଲୋକ ନରକରେ ଯୋଗ। କୃଷ୍ଣସିଂହ, ମହାଭାରତ, ବନ।