ଅକିର୍ତ୍ତି Akīrtti
- ସଂ. ବି. (ନଞ ତତ୍; ଅ+କୀର୍ତ୍ତି) — ଅପଯଶ; ଅଖ୍ୟାତି; ଦୁର୍ନାମ; ବଦନାମୀ — Ill fame; desrepute
- ସଂ. ବି. (ନଞ ତତ୍; ଅ+କୀର୍ତ୍ତି) — ଅପବାଦ — Defamation; salander
- ସଂ. ବି. (ନଞ ତତ୍; ଅ+କୀର୍ତ୍ତି) — ଏହି ଅକୀର୍ତ୍ତି ତୁମ୍ଭର ଯଦ୍ୟପି ବ୍ୟାପିବ। ସାରଳା ମହାଭାରତ, ଉଦ୍ଯୋଗ।
- ସଂ. ବି. (ନଞ ତତ୍; ଅ+କୀର୍ତ୍ତି) — ଅପମାନ — Disgrace (M.W.)