ଅକିଞ୍ଚିତ୍ Akin̄chit

  • ସଂ. ବିଣ (ଅ+କିଞ୍ଚିତ୍=କିଛି ମାତ୍ର) — ଅତି ସାମାନ୍ୟ — Very humble
  • ସଂ. ବିଣ (ଅ+କିଞ୍ଚିତ୍=କିଛି ମାତ୍ର) — ଅତି ହେୟ — Very insignificant
  • ସଂ. ସର୍ବ — ଅତି ସାମାନ୍ୟ; ଯତ୍ସାମାନ୍ୟ — A very little