ଅକିଞ୍ଚିତ୍କର Akin̄chitkara
- ସଂ. ବିଣ. ପୁଂ (ଅ+କିଞ୍ଚିତ୍+କୃ ଧାତୁ+କର୍ତ୍ତୁ. ଅ; ଯାହା କିଛି ମାତ୍ର କରି ନ ପାରେ) — ଅତି ତୁଚ୍ଛ; ଅତି ସାମାନ୍ୟ — Very slight; very insignificant
- ସଂ. ବିଣ. ପୁଂ (ଅ+କିଞ୍ଚିତ୍+କୃ ଧାତୁ+କର୍ତ୍ତୁ. ଅ; ଯାହା କିଛି ମାତ୍ର କରି ନ ପାରେ) — ଅତି ହେୟ — Very despicable
- ସଂ. ବିଣ. ପୁଂ (ଅ+କିଞ୍ଚିତ୍+କୃ ଧାତୁ+କର୍ତ୍ତୁ. ଅ; ଯାହା କିଛି ମାତ୍ର କରି ନ ପାରେ) — ଯାହା ଦ୍ୱାରା କିଛି କାମ ହୋଇ ପାରେ ନାହିଁ। — Good-for-nothing