ଅକିଞ୍ଚନ Akin̄chana
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+କିଞ୍ଚନ=କିଛିମାତ୍ର ଯାହାର) — ନିଃସ୍ୱ; ଅତିଦରିଦ୍ର; ସମ୍ବଳହୀନ। — Destitute; pennyless; indigent
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+କିଞ୍ଚନ=କିଛିମାତ୍ର ଯାହାର) — ସଂସାରେ ଅକିଞ୍ଚନମାନେ। ଯାହା ଭଜନ୍ତି ଶୁଦ୍ଧମନେ॥ ଜଗନ୍ନାଥ, ଭାଗବତ 7 — ସଂସାରେ ଅକିଞ୍ଚନମାନେ ଯାହା ଭଜନ୍ତି ଶୁଦ୍ଧମନେ॥ ଜଗନ୍ନାଥ, ଭାଗବତ7
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+କିଞ୍ଚନ=କିଛିମାତ୍ର ଯାହାର) — ନଗଣ୍ୟ — Insignificant; (man) of straw
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+କିଞ୍ଚନ=କିଛିମାତ୍ର ଯାହାର) — ସାମାନ୍ୟ; ଇତର — Humble
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+କିଞ୍ଚନ=କିଛିମାତ୍ର ଯାହାର) — ହେୟ — Despicable
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+କିଞ୍ଚନ=କିଛିମାତ୍ର ଯାହାର) — ମୂଢ଼; ହୀନ; ଅଧମ — Low; mean
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+କିଞ୍ଚନ=କିଛିମାତ୍ର ଯାହାର) — ମୂଲ୍ୟହୀନ — That which is worth nothing (M.W.)