ଅକାଳିଗୁଡ଼ୁ Akāḻiguṟḍ̠u
- ପ୍ରାଦେ. (ପୁରୀ) ବି — ବାଳକମାନଙ୍କର ଏକ ପ୍ରକାର ଡୁଡୁ ଖେଳ — A kind of out-door game amongst boys
- ପ୍ରାଦେ. (ପୁରୀ) ବି — [ଦ୍ର—ଏହା ଡୁଡୁ ଖେଳ ପରି ଦୁଇ ଦଳଙ୍କ ମଧ୍ୟରେ ଖେଳାଯାଏ; ଏକ ଦଳର ଯେଉଁ ବାଳକ ମଝି ଗାରକୁ ଡେଇଁ ଅନ୍ୟ ଦଳର ସୀମାକୁ ଯାଏ, ସେ 'ଅକାଳି' 'ଅକାଳି' ଶବ୍ଦ ଉଚ୍ଚାରଣ କରି ଦଉଡ଼ୁଥିବାରୁ ଖେଳର ଏହି ନାମ।]