ଅକାଳମରଣ Akāḻamaraṇa
- ସଂ. ବି. ( 7 ମୀ ତତ୍) — ପୂର୍ଣ୍ଣାୟୁଃ ପୂର୍ବରୁ ମରଣ; ଅଳ୍ପେଇସି ଯିବା। — Untimely death; death at an unusually young age
- ସଂ. ବି. ( 7 ମୀ ତତ୍) — ଅପମୃତ୍ୟୁ — Unnatural death
- ସଂ. ବି. ( 7 ମୀ ତତ୍) — (ଯଥା—ସର୍ପାଘାତ, ବଜ୍ରପାତ, ଉବ୍ଦନ୍ଧନ, ମଜ୍ଜନ, ହତ୍ୟା ଆଦି ଜନିତ ମୃତ୍ୟୁ।)
- ସଂ. ବି. ( 7 ମୀ ତତ୍) — ଦୁର୍ଭିକ୍ଷ ସମୟରେ ରୋଗ ବା ଅନାହାରରେ ମୃତ୍ୟୁ। — Death due to starvation or disease during a famine
- ସଂ. ବି. ( 7 ମୀ ତତ୍) — ଶାସ୍ତ୍ର ଅନୁସାରେ ଅଶୁଦ୍ଧ କାଳରେ ମୃତ୍ୟୁ। — Death at a particular unholy time
- ସଂ. ବି. ( 7 ମୀ ତତ୍) — (ଯଥା—ଅକାଳମୃତ ବ୍ୟକ୍ତିକୁ ପୁଷ୍କର ଦୋଷ ଲାଗେ।)