ଅକାର୍ୟ୍ୟ Akārj̄ya

  • ସଂ. ବି. (ଅ+କାର୍ଯ୍ୟ) — ଦୁଷ୍କର୍ମ; କୁତ୍ସିତକର୍ମ — Misdeed
  • ସଂ. ବି. (ଅ+କାର୍ଯ୍ୟ) — ଅବୈଧ କର୍ମ; ଅନୁଚିତ କର୍ମ। — Improper act
  • ସଂ. ବି. (ଅ+କାର୍ଯ୍ୟ) — ଅପରାଧ — Crime
  • ସଂ. ବି. (ଅ+କାର୍ଯ୍ୟ) — ବୃଥାକାର୍ଯ୍ୟ; ନିଷ୍ପ୍ରୟୋଜନ କର୍ମ। — Unnecessary act
  • ସଂ. ବି. (ଅ+କାର୍ଯ୍ୟ) — କାର୍ଯ୍ୟର ଅଭାବ — Want of work or employment
  • ସଂ. ବି. (ଅ+କାର୍ଯ୍ୟ) — କ୍ରିୟାରାହିତ୍ୟ — Inactivity
  • ସଂ. ବି. (ଅ+କାର୍ଯ୍ୟ) — ଅନିଷ୍ଟ — Mischief
  • ସଂ. ବି. (ଅ+କାର୍ଯ୍ୟ) — ନୋହିଲେ ଉପୁଜିବଟି ମହା ଅକାର୍ଯ୍ୟ। କୃଷ୍ଣସିଂହ, ମହାଭାରତ, ବନପର୍ବ।
  • ସଂ. ବିଣ — ଅକରଣୀୟ; ଅନାଚରଣୀୟ; ଅକର୍ତ୍ତବ୍ୟ; ଯାହା କରିବା ଅନୁଚିତ — Improper
  • ସଂ. ବିଣ — ଅପରାଧଜନକ — Criminal
  • ଦେ. ବି. — ଅପ୍ରୟୋଜନ — Want of utility
  • ଦେ. ବି. — ଅନୁପ୍ରକାର; ଅପକାର; କ୍ଷତି — Injury; loss