ଅକାର୍ପଣ୍ୟ Akārpaṇya

  • ସଂ. ବି. (ବହୁବ୍ରୀହି; ଅ+କାର୍ପଣ୍ୟ) — କୃପଣତାରହିତ — Free from miserliness; unstinted
  • ସଂ. ବି. (ବହୁବ୍ରୀହି; ଅ+କାର୍ପଣ୍ୟ) — ମନର ପ୍ରଫୁଲ୍ଲତା ସହିତ ପ୍ରଦତ୍ତ (ଧନାଦି)। — (gift) Given with a free and Willing heart
  • ସଂ. ବି. (ବହୁବ୍ରୀହି; ଅ+କାର୍ପଣ୍ୟ) — ସ୍ତୋକମାତ୍ର ଧନରୁ ସୁଦ୍ଧା ଅଦୀନ ଚିତ୍ତରେ ପ୍ରତିଦିନ ଯତ୍କିଞ୍ଚିତ୍ ଦାନ କରିବା କର୍ତ୍ତବ୍ୟ; ଏହି ଦାନକୁ ଅକାର୍ପଣ୍ୟ ଦାନ ବୋଲାଯାଏ। ସୁବଳଚନ୍ଦ୍ରଙ୍କ ଉଦ୍ଧୃତ ଏକାଦଶୀ ତତ୍ତ୍ୱ।
  • ସଂ. ବି. — (ନଞ ତତ୍) କୃପଣତାର ଅଭାବ। — Freedom from miserliness