ଅକାରାଦି Akārādi

  • ସଂ. ବିଣ. (ବହୁବ୍ରୀହି; ଅକାର+ଆଦି) — ଯେଉଁ ଶବ୍ଦର ଆଦ୍ୟରେ ଅ ଅକ୍ଷର ଅଛି — Word beginning with the letterଅ(A)
  • ସଂ. ଅ. — ଅ ଅକ୍ଷରଠାରୁ ଆରମ୍ଭ କରି। — Beginning from alphabetଅ(A)