ଅକାରଣୀଜୀବୀ Akāraṇījībī

  • ଗ୍ରା. ବିଣ. (ପ୍ରାଚୀନ ପଦ୍ୟ) (ସଂ. ଅକାରଣଂଜୀବୀ) — ଅକାରଣଜୀବୀ (ଦେଖ) — Akāraṇajībī (See)
  • ଗ୍ରା. ବିଣ. (ପ୍ରାଚୀନ ପଦ୍ୟ) (ସଂ. ଅକାରଣଂଜୀବୀ) — ଅପାରଗ ଅଦାତା ମୁଁ ଅକାରଣୀଜୀବୀ / ମୁହିଁ ନ ଜାଣଇ ତୋତେ କେଉଁମତେ ସେବି। ସାରଳା ମହାଭାରତ, ଉଦ୍ଯୋଗ।