ଅକଷ୍ଟବନ୍ଧ Akashṭabandha

  • ସଂ.ବି. (ବହୁବ୍ରୀହି; ଅ+କଷ୍ଟବନ୍ଧ; ଯାହାଠାରୁ ବଳି କଷ୍ଟତର ବନ୍ଧନ ନାହିଁ) — ଅତି ଗୁରୁତର କାରାବନ୍ଧନ; କଠିନ କାରାବାସ।